ବ୍ରଜ ସିଂହj ت4d Yy VvEers |y 75Kا0 l tم ik L E
ଇଂରାଜୀ ଲିଙ୍କ 

https://or.wikipedia.org/wiki/Braja_Singh
ବ୍ରଜ ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବ୍ରଜ ସିଂହ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତା |
କାର୍ଯ୍ୟକାଳ | ୧୯୮୬-ଏବେଯାଏଁ |
ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବିଭିନ୍ନ ସହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।
ବିଷୟସୂଚୀ
- ୧ ଅଭିନୟ ଜୀବନ
- ୨ ଅଭିନୀତ କଥାଚିତ୍ର
- ୩ ଅଭିନୀତ ଧାରାବାହିକ
- ୪ ଆଧାର
- ୫ ବାହାର ଆଧାର
ଅଭିନୟ ଜୀବନ[ସମ୍ପାଦନା]
ଅଭିନୀତ କଥାଚିତ୍ର[ସମ୍ପାଦନା]
ଅଭିନୀତ ଧାରାବାହିକ[ସମ୍ପାଦନା]
ଧାରାବାହିକ | ଚେନାଲ | ଭୂମିକା |
---|---|---|
ଗାୟତ୍ରୀ | ଇ ଟିଭି ଓଡ଼ିଆ | |
ଦୁର୍ଗା | ତରଙ୍ଗ ଟିଭି |
ଆଧାର[ସମ୍ପାଦନା]
- ↑ https://www.telegraphindia.com/1101109/jsp/orissa/story_13153479.jsp
ବାହାର ଆଧାର[ସମ୍ପାଦନା]
- ବ୍ରଜ ସିଂହ (ଇଣ୍ଟରନେଟ ମୁଭି ଡାଟାବେସରେ)