ଚଉଦୟଦାନପୁରMm8 Jj Qqf R9Aa7d ZzC506 Gg7l h1p pdGg rp dt 4Kk Vv34
Chaudayyadanapur Chaudadanapur | |
---|---|
town | |
![]() ![]() Chaudayyadanapur | |
ଅବସ୍ଥିତି: 14°46′01″N 75°37′34″E / 14.767°N 75.626°ECoordinates: 14°46′01″N 75°37′34″E / 14.767°N 75.626°E | |
Country | ![]() |
State | Karnataka |
District | Haveri |
Languages | |
• Official | {{{demographics1_info1}}} |
IST (UTC+5:30) | |
ଆଇଏସଓ ୩୧୬୬ କୋଡ଼ | IN-KA |
ଗାଡ଼ି ପଞ୍ଜିକରଣ | KA-27 |
Nearest city | Ranebennur |
ୱେବସାଇଟ | karnataka.gov.in |
ଚଉଦୟଦାନପୁର, ଭାରତୀୟ ରାଜ୍ୟ କରଣାତକର ହାଭରି ଜିଲ୍ଲାର ରାନେବେଣୁର ତାଲୁକ ଅଞ୍ଚଳରେ ଥିବା ଏକ ଗ୍ରାମ । ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର ଭାରତୀୟ ଧର୍ମ , ସଂସ୍କୃତି ଓ କାବ୍ଯ କବିତା ସମସ୍ତଙ୍କୁ ଉତ୍ତମ ଭାବରେ ପ୍ରତିପାଦିତ କରିବା ଭଳି ସ୍ଥାପତ୍ୟ କଳା ସହ ରହିଛି । [୧]
ବିଷୟସୂଚୀ
- ୧ ପରିଚିତି
- ୨ ମୁକ୍ତେଶ୍ୱର ମନ୍ଦିର
- ୨.୧ History
- ୩ ପୁନଶ୍ଚ ଦେଖଣା
- ୪ ଆଧାର ସମୂହ
- ୫ ବାହ୍ୟ ସଂଯୋଗ
ପରିଚିତି [ସମ୍ପାଦନା]
ବ୍ଭାରତୀୟ ସଂସ୍କୃତିକୁ ଉତ୍ତର କରଣତକର ବହୁମୂଲ୍ୟ ଅବଦାନ ସବୁ କାଳରେ ରହିଥିଲା । ଏହା ପରେ ଅବସକୃତ ହେଇଥିବା ଖାନରୁ ଜଣା ପଡିଥାଏ ।
.ଚଉଦୟଦାନପୁରର ପ୍ରାଚୀନ ନାମ ଶିବପୁର ଥିଲା । ଦ୍ୱାଦଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ବାସଭେଶ୍ୱର ଏହି ଗ୍ରାମକୁ ଅମ୍ବିଗରା ଚୌଦଯ୍ଯ ନାମକ ଜେନ ଦଙ୍ଗାଚାଳକଙ୍କୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ତାହା ପରେ ଏହାର ନାମ ଚୌଦଦାନପୁର ହେଲା । [୨]
ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର କୁ ଭାରତୀୟ କଳା ଓ ସଂସ୍କୃତିର ଏକ ଚରମ ନିଦର୍ଶନ କୁହାଯାଇପାରେ । .[୩]
ମୁକ୍ତେଶ୍ୱର ମନ୍ଦିର [ସମ୍ପାଦନା]

ଚଉଦୟଦାନପୁରର ମୁକ୍ତେଶ୍ୱର ମନ୍ଦିର
History[ସମ୍ପାଦନା]

Chaudayyadanapur Mukteshwar temple, Haveri District, Karnataka

ପ୍ରାଚୀନ ସିଲାଲେଖ ,ଚଉଦୟଦାନପୁର ମନ୍ଦିରରେ

ଚଉଦୟଦାନପୁର ନିକଟରେ ଥିବା ଭଗ୍ନ ଅବସ୍ଥାକୁ ଆସି ଯାଇଥିବା ନରସିଂହ ମନ୍ଦିର
ଏହା ନିକଟରେ ଥିବା ନରସିଂହ ମନ୍ଦିରର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ ।
ପୁନଶ୍ଚ ଦେଖଣା [ସମ୍ପାଦନା]
- North Karnataka
- Tourism in North Karnataka
- Ranebennur
- Haveri
- Galaganatha
- Mylara Lingeshwara Temple at Mylara
- Hangal
- Bankapur
- Kaginele
ଆଧାର ସମୂହ [ସମ୍ପାଦନା]
- ↑ "Temple of Mukteswar at Caudadanapur: A Little-Known 12th-13th Century Temple in Dharwar District, Karnataka". Retrieved 2008-10-27.
- ↑ "Chaudadanapur". Retrieved 2009-05-04.
- ↑ "The Temple of Mukteshwar at Cauudenapur". Retrieved 2008-10-27.